Odia News Portal

୫ ଦିନ ଆଗରୁ ବିଧାନସଭା ଶେଷ

ଭୁବନେଶ୍ୱର()  ବିଧାନସଭାର ବଜେଟ ଅଧିବେଶନ ଆଜି ଶେଷ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି । ଚଳିତ ମାସ ୮ ତାରିଖରେ ଅଧିବେଶନ ଶେଷ ହେବା କାର୍ଯ୍ୟକ୍ରମ ଥିଲା । କିନ୍ତୁ ଅଧିବେଶନ ପାଇଁ ବିଶେଷ କୌଣସି ସରକାରୀ ପାର୍ଯ୍ୟକ୍ରମ ନଥିବାରୁ ବାଚସ୍ପତି ଗୃହକୁ ୫ ଦିନ ଆଗରୁ ମୁଲତବି ଘୋଷଣା କରିଛନ୍ତି ।

କୁନ୍ଦୁଲି ଦୁଷ୍କର୍ମ ମାମଲାର ତଦନ୍ତ ରିପୋର୍ଟ ଆଗି ବିଧାନସଭାର ଶେଷ ଦିନରେ ଗୃହରେ ଉପସ୍ଥାପନ ହୋଇଥିଲା । ଏହା ବ୍ୟତୀତ ରାଜ୍ୟରେ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିÂା ପାଇଁ ଆସିଥିବା ବିଲ ମଧ୍ୟ ଗୃହୀତ ହୋଇଥିଲା ।