ମହାନଦୀରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଛୋଟ ଧରଣର ବନ୍ୟା ହୋଇଛି । ଆଶଙ୍କା ଅନୁସାରେ କମ୍ ଜଳ ପ୍ରବାହିତ ହୋଇଥିବାରୁ କୌଣସି ବିପଦ ନାହିଁ । ମୁଣ୍ଡଳିଠାରେ ୬ ଲକ୍ଷ ୬୭ ହଜାର ଘନଫୁଟ ଜଳ ଅତିକ୍ରମ କରୁଛି । ୩ରୁ ୪ ଘଂଟା ହେବ ଏପରି ସ୍ଥିତି ଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।