Odia News Portal

ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା

ବିରୋଧୀଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବି । ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ ସୋକାଲିକା ଦାଶ ଭେଟିଛନ୍ତି । ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହେଲେ । ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ମଧ୍ୟ ଅନୁରୋଧ କରିଛି ।

ସବୁ ପ୍ରମାଣ ସତ୍ତ୍ୱେ ବିଜେଡିର ସଦସ୍ୟ ଥିବାରୁ କାର୍ଯ୍ୟୀନଚଷ୍ଠାନ ହେଉନି । ମୁଁ କେବଳ ପୋଲିସ ଓ କୋର୍ଟରେ ଚକର କାଟୁଛି । ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାକୁ ୨୧ ଦିନ ପୂରିଛି କିନ୍ତୁ କିଛି ହେଉନାହିଁ । ନ୍ୟାୟ ପାଇଁ ବିରୋଧୀଦଳ ନେତାଙ୍କୁ ଭେଟି ଅନୁରୋଧ କରିଛି । ବିଜେଡିର ସମସ୍ତେ କ୍ଲିନ ଥିବାକୁ କାର୍ଯ୍ୟନୁଷ୍ଠାନ ହେଉନି କହି କଟାକ୍ଷ ପ୍ରକାଶ କରିଛନ୍ତି ସୋମାଲିକା ।