ବଲାଙ୍ଗୀର : ସାଂସଦ ସଂଗୀତା କୁମାରୀ ସିଂଦେଓ ଜୀ ଭୀମ ଭୋଇ ମେଡିକାଲ କୁ ପୁଣି ଥରେ surprise visit କରିଥିଲେ, ଚଳିତ ମାସ ୧ ତାରିଖରେ ଥରେ ଆସି ସମସ୍ତ ଆଲୋଚନା କରିଥିଲେ ଏବଂ ୭ଦିନ ମଧ୍ୟ ରେ ମେଡିକାଲ କୁ ସ୍ୱଚ୍ଛ ରଖିବାକୁ ନିର୍ଦ୍ଦେଶ ଦେଇ ଥିଲେ,। ଆଜି ର ଗ୍ରସ୍ତ ରେ ଶ୍ରୀମତୀ ସାଂସଦ ମେଡିକାଲ କୁ ଆସି ସମସ୍ତ ଚିକିତ୍ସାଳୟ ସମସ୍ତ ୱାର୍ଡ କୁ ଆସି ପରିଦର୍ଶନ କରିଥିଲେ ଏବଂ oxygen ପ୍ଲାଣ୍ଟ କୁ ଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ NRC ୱାର୍ଡ କୁ ଯାଇ ଡାକ୍ତର ଙ୍କ ସହିତ ମଧ୍ୟ ଆଲୋଚନା କରି ଥିଲେ ଏବଂ superitendent ମହେନ୍ଦ୍ର ନାୟକ ଙ୍କ ସହିତ ପୁଣି ଥରେ ମେଡିକାଲ ର ସମସ୍ତ ଅସୁବିଧା କୁ ଦୁରି ଭୂତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ କୋଭିଡ ପାଇଁ ପ୍ରସ୍ତୁତ ରହିବା ପାଇଁ କର୍ମ ଚାରି ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇ ଥିଲେ ଏଥି ମଧ୍ୟରେ ତାଙ୍କ ସହିତ ମେଡିକାଲ କଲେଜ ର ସାଂସଦ ପ୍ରତିନିଧି ଦିନେଶ ଶର୍ମା ଏବଂ କର୍ମ କର୍ତ୍ତା ମଧ୍ୟ ସାମିଲ ହୋଇଥିଲେ କର୍ମ କର୍ତ୍ତା ମାନେ ହେଲେ ମେଡିକାଲ ର ସାଂସଦ ପ୍ରତିନିଧି ଆରତୀ ଗୁରୁ, କାର୍ଯକର୍ତ୍ତା ମାନେ ହେଲେ ସଞ୍ଜୁ ନାୟକ, ରଞ୍ଜିତ ପାଣଗ୍ରାହୀ, ସରିତା ଯୋଶୀ, ସୌଦାମିନି ମିଶ୍ର, ବାସନ୍ତୀ ଜେନା, ପିତାମ୍ବର ଖମାରୀ, ସୁନିଲ ସେଠ୍, ରାଜକିଶୋର ନାୟକ, ଆଦି ସମସ୍ତ କାର୍ଯକର୍ତ୍ତା ଯୋଗ ଦେଇଥିଲେ ।