ପୁରୀ: କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ରଥଯାତ୍ରା । ବଡ଼ଦାଣ୍ଡ ଭକ୍ତଙ୍କୁ ହୋଇଛି ମନା । ଏପିରିକି ଛାତ ଉପରେ ରହି ରଥଯାତ୍ରା ଦେଖିବାକୁ ମଧ୍ୟ ବାରଣ କରାଯାଇଛି । ତେବେ ଘରେ ବସି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଟିଭି ଏବଂ ସୋସିଆଲ ମିଡିଆରେ ଭକ୍ତମାନେ ରଥଯାତ୍ରା ଦେଖିଛନ୍ତି । ତେବେ ରଥଯାତ୍ରାରେ ଘରେ ବସି ଫଟୋରେ ଦେଖନ୍ତୁ ଦିନ ତମାମର କିଛି ମହାପ୍ରଭୁଙ୍କ କିଛି ଗୁରୁ୍ୱପୂର୍ଣ୍ଣ ଫଟୋ ।






