Odia News Portal

ସଂସଦରେ ରାହୁଲଙ୍କ ଫ୍ଲାଇଙ୍ଗ କିସ ଅଭିଯୋଗ

ସଂସଦ ରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ କିସ ଦେଇଥିବା ଅଭିଯୋଗ | ଅଭିଯୋଗ କଲେ ବରିଷ୍ଠ ବିଜେପି ସାଂସଦ ରବିଶଙ୍କର ପ୍ରସାଦ | ରାହୁଲ ଗାନ୍ଧୀଙ୍କର କଣ ହୋଇଛି ବୋଲି ପ୍ରଶ୍ନ କଲେ ରବିଶଙ୍କର | ବହୁତ ମହିଳା ସଦସ୍ୟ ଥିଲେ , ରାହୁଲ ଙ୍କର ଏଭଳି କାର୍ଯ୍ୟ ପୀଡାଦାୟକ ବୋଲି କହିଛନ୍ତି | ରାହୁଲଙ୍କ କାର୍ଯ୍ୟକୁ ମଧ୍ୟ କଡା ସମାଲୋଚନା କଲେ ସ୍ମୃତି ଇରାନୀ | ଆଇନି ତିଆରି ହୋଇଥିବା ସ୍ଥାନରେ ଏଭଳି କାର୍ଯ୍ୟ ହୋଇଛି | ଗାନ୍ଧୀ ଖାନଦାନର ଏହା ଆଉ ଏକ ନୂଆ ସଂସ୍କାର ବୋଲି କହିଲେ ସ୍ମୃତି |