Odia News Portal

ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ ଏହିଜେ-୧ କୋର୍ଟ । ପ୍ରଶାନ୍ତ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଥିଲେ । ତାଙ୍କ ବିରୋଧରେ ଏସଟି/ଏସଇ ମାମଲା ରୁଜୁ ହୋଇଛି । ତେବେ ସେ ପ୍ରଥମେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଆଗୁଆ ଜାମିନ ଲାଗି ଆବେଦନ କରିଥିବାବେଳେ ଖାରଜ ହୋଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡ଼ିବ । ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ଘଟଣାରେ ତାଙ୍କୁ ଜେଲ ଯିବାକୁ ପଡ଼ୁଛି ।