Odia News Portal

ଜିଏସ୍‌ଟି ଅଧିକାରୀଙ୍କ ୬୪ ଲକ୍ଷର ସୁନା

ଜିଏସ୍‌ଟି ଅଧିକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପୁଳାପୁଳା ସଂପତ୍ତି ଠାବ । ଦୁଇଟି ଲକରରୁ ୧.୦୬୦କେଜି ସୁନା ଗହଣା,୧୯ଟି ସୁନା ବିସ୍କୁଟ ଠାବ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ମିଳିଥିବା ସୁନାଗହଣା ମିଶାଇ ମୋଟ ୬୪ଲକ୍ଷର ଗହଣା ଠାବ ହୋଇଛି । ମ୍ୟୁଚିଆଲ ଫଣ୍ଡରେ ୧କୋଟି ନିବେଶ କରିଥିବା ସୂଚନା ମିଳିଛି । ବ୍ୟାଙ୍କଅଫ୍ ମହାରାଷ୍ଟ୍ର ଆକାଉଣ୍ଟକୁ ୫.୪ଲକ୍ଷ ଟଙ୍କା ଠାବ । ମୋଟ ୬.୫୯ ଲକ୍ଷ ନଗଦ ଟଙ୍କା ଠାବ କଲା ଭିଜିଲାନ୍ତ୍ର । ଗତ ୩୧ରେ ୮୦ହଜାର ଲାଞ୍ଚ ନେଇ ଧରାପଡିଥିଲେ ଚିତ୍ତରଞ୍ଜନ ।