Odia News Portal

କାଶୀପୁରରେ ଝାଡ଼ାବାନ୍ତି,୧୪ ଜଣଙ୍କର ମୃତ୍ୟୁ

କାଶୀପୁରରେ ଝାଡ଼ାବାନ୍ତିରେ ସର୍ବମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଛି କିନ୍ତୁ ସରକାର ୯ ଜଣଙ୍କର କହୁଛନ୍ତି। ଅନ୍ୟ ୫ ଜଣଙ୍କର ମୃତ୍ୟୁ ସ୍ଵାଭାବିକ ହୋଇଥିବା କହୁଛନ୍ତି। ତେଣୁ ଏହି ୫ ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖନ୍ତୁ ସରକାର। ସେ ପୁଣି କହିଛନ୍ତି ଯେ, କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କଲାଣି।