ବଲାଙ୍ଗୀର: ବଲାଙ୍ଗୀର ସହରମଧ୍ୟରେ ଥିବା ଜେ,ଏସ,ଏମ,ବାଣିଜ୍ୟ ବିଭାଗ କଲେଜର ତିନୋଟି ଛାତ୍ରଛାତ୍ରୀ ଅଞ୍ଜଲି ୱାଡୱାନି,ଅନିସ୍ ଜୈନ୍ ଓ ଆସ୍ଥା ଅଗ୍ରବାଲ ସି.ଏ ଫାଉଣ୍ଡେସ୍ନ୍ ପରୀକ୍ଷା- ଜୁଲଇ ୨୦୨୧ ରେ ଉତ୍ତିନ ହୋଇ ବଲାଙ୍ଗିର ପାଇଁ ଗୌରବ ସାଜିଛନ୍ତି । ଆଗକୁ ସେମାନେ କିପରି ଏକ ଉତ୍ତମ ସି.ଏ ହୋଇ ଲୋକଙ୍କ ସେବା କରିପାରିବେ ତାଙ୍କର ଲକ୍ଷ୍ୟ ରହିଛି ପୁଣି ଏହି ଶିକ୍ଷ୍ୟା ଅନୁଷ୍ଠାନକୁ ମଧ୍ୟ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷ୍ୟା ଅନୁଷ୍ଠାନର ଶିକ୍ଷକମାନଙ୍କର ପରିର୍ଶମର ଫଳ ଅଜି ବଲାଙ୍ଗିର ବାସିଙ୍କ ପାଖରେ ଝଲ ଝଲ ହୋଇ ଦିଶୁଛି । ଆଗକୁ ମଧ୍ୟ ଏହି ଶିକ୍ଷ୍ୟା ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ସି.ଏ ପରିକ୍ଷା ଦେବା ନିମନ୍ତେ ମନୋନିତ ହୋଇଛନ୍ତି।

ଏହି ଶିକ୍ଷ୍ୟା ଅନୁଷ୍ଠାନ ପାଠ ପଢା ଓ ସେବା ମନୋବୃତ୍ତି ନେଇ ଛଅ ବର୍ଷରେ ପଦାର୍ପଣ କରିଥିବାରୁ ବଲାଙ୍ଗିର ବାସି ବହୁତ ଖୁସି ଅନୁଭବ ପ୍ରକାଶ କରନ୍ତି ।
