ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ | ନୂଆଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ | ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା |ତେବେ ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସମୟରେ କିଛି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା |

ବିସ୍ଫୋରଣ ଛୋଟ ଧରଣର ହୋଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା | କେମିତି ଏହି ବ୍ଲାଷ୍ଟ ହେଲା ଏବଂ ଏହି ବିସ୍ଫୋରଣ ପଛରେ କାହାର ହାତ ଅଛି,ସେ ବିଷୟରେ ଅଧିକ ଛାନଭିନ ଚଳାଇଛି ପୋଲିସ |