କଟକ: ନକଲି ଔଷଧ ଜବତ । ୩ଜଣଙ୍କୁ ଗିରଫ କଲା ଏସଟିଏଫ । ତେବେ କମ୍ପାନୀ ମୁଖ୍ୟ ଶିବ ଜେନା ଫେରାର । ଔଷଧ ବିତରଣ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ସମେତ ୩ ଗିରଫ । ମୁମ୍ବାଇରେ ଏସଟିଏଫର ଏକ ଟିମ୍ ରହିଥିବା ସୂଚନା ମିଳିଛି । ହିମାଚଳର ଏକ କମ୍ପାନୀରୁ ମେଡିସିନ କିଣାଯାଉଥିବା ସୂଚନା ମିଳିଛି । ନକଲି ଫାଭିପିରାଭିର ଆଣି ବିକ୍ରି କରିବାର ଯୋଜନା କରୁଥିଲା ମେଡିଲୟର । ଏନେଇ ସୂଚନା ଦେଇଛନ୍ତି ଏଡିଜି ଯଶୋବନ୍ତ ଜେଠୱା । ୧୦ଟି ଟାବଲେଟକୁ ୬୨ଟଙ୍କାରେ କିଣି ୧୨୯୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ମେଡିଲିୟମ ମେଡିକାମେଡିକାଣ୍ଟ ସଂସ୍ଥା ।