ନୂଆଦିଲ୍ଲୀ: ପ୍ରକାଶ ପାଇଛି ୪୩ ଜଣିଆଁ ମନ୍ତ୍ରୀଙ୍କ ତାଲିକା । ଏହି ତାଲିକା ଏବେ ମୋବାଇଲୁ ମୋବାଇଲକୁ ଘୁରିବାକୁ ଲାଗି ଲାଗିଲାଣି । ତେବେ ଏହି ଲିଷ୍ଟରେ ଓଡ଼ିଶାର ଦସ୍ୱବକ୍ସଚ୍ଚ ସାଂସଦଙ୍କ ନାମ ରହିଛି । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ମୟୂରଭଞ୍ଜ ସାଂସଦ ବିଶ୍ୱେଶର ଟୁଡୁଙ୍କ ନାମ ରହିଛି । ତେବେ ପୂର୍ବରୁ ଚର୍ଚ୍ଚା ହେଉଥିବା ବହୁ ବରିଷ୍ଠ ନେତାମାନେ ଏଥିରେ ସ୍ଥାନ ପାଇଛନ୍ତି । ତେବେ ନଜର ପକାନ୍ତୁ ଏହି ତାଲିକାରେ କେଉଁମାନଙ୍କ ନାମ ରହିଛି ।

