ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ୨୩ଜଣ ନାମ ପଠାଯାଇଥିବା ସୂତ୍ରରୁ ଜଣା ପଡିଛି । ତେବେ ୩ଜଣଙ୍କ ପଦୋନ୍ନତି ହେବା ନେଇ ସୂଚନା ମିଳିଛି । ଜ୍ୟୋତିରାଦିତ୍ୟ ସିଦ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ନାରାୟଣ ରାଣେ, ଭୁପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି ଏବଂ ଓଡ଼ିଶାର ଅଶ୍ୱିନୀ ବୈଷ୍ଣବଙ୍କ ନାମ ଯାଇଥିବା ଶୁଣିବାକୁ ମିଳୁଛି । ରାଷ୍ଟ୍ରମନ୍ତ୍ରୀ ଥିବା ୩ଜଣଙ୍କୁ କ୍ୟାବିନେଟ ପାହାଁ ମିଳିବା ସୂଚନା ।