ନୂଆପଡ଼ା: ଜନସାଧାରଣ ଓ ପୋଲିସ୍ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ,ସୁରକ୍ଷା,ସେବା ପାଇଁ ନୂଆପଡ଼ାରୁ ୨ଜଣ ପୋଲିସ୍ ଅଧିକାରୀ ଆରକ୍ଷୀ ମହା ନିର୍ଦ୍ଦେଶକ ପଦକ ପାଇଛନ୍ତି |ତେବେ ଏହି ପଦକର ହକଦାର୍ ହୋଇଛନ୍ତି ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ଏବଂ ଏସଆଇ ଦେବାଶିସ ରାଉତ୍ |

ତେବେ ଏହି ଦୁଇ ପୋଲିସ୍ ଅଧିକାରୀ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ପଦକ ଗ୍ରହଣ ଉତ୍ସବରେ ପୋଲିସ ଡିଜିପି ଅଭୟଙ୍କ ଠାରୁ ଏହି ପଦକ ଗ୍ରହଣ କରିଛନ୍ତି |