Odia News Portal

୨ ବର୍ଷରେ ତୁଟିବ ଜଗନ୍ନାଥଙ୍କ ଜମି ବିବାଦ: ମନ୍ତ୍ରୀ

୨ ବର୍ଷ ଭିତରେ ଜଗନ୍ନାଥଙ୍କ ଜମି ବିବାଦ ତୁଟିବ । ଏନେଇ ଗୃହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଅଧିକ ବହର୍ଷ ଜମି ଜବରଦଖଲ କରିଥିଲେ ୧୦୦ ଡିସିମିଲ ଜାଗା ଦିଆଯିବ । କୋରାପୁଟରପେ ୨୭ ହଜାର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହେବ । ୨୪ ଜିଲ୍ଲାରେ ୬୦ ହଜାରରରୁ ଅଧିକ ଜଗନ୍ନାଥ ଜମି ଚିହ୍ନଟ ହେବ । ରାଜ୍ୟ ବାହାରେ  ୩୯୫. ୨୫ ଏକର  ଜଗନ୍ନାଥ ଜମି ରହିଛି ।