Odia News Portal

୨୭ ରେ ବିଧାନସଭା ଘେରିବେ କଂଗ୍ରେସ

୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ । ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ଦଳ । ନାରୀଙ୍କୁ ସୁରକ୍ଷା ଦେବାରେ ବ୍ୟାପକ ହେବ ଘେରାଉ ।  ଏନେଇ ବରିଷ୍ଠ କଂଗ୍ରେସ ନେତା ଦେବାଶଶିଷ ପଟ୍ଟନାୟକଙ୍କ ସୂଚନା ।