ରାଜ୍ୟ ରେ ଚଳିତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ୫୦% ଅଧିକ | ଏ ବର୍ଷ ଅଗଷ୍ଟ ୧୬ ସୁଦ୍ଧା ୨,୧୧୧ ରୋଗୀ ଚିହ୍ନଟ ହେଲେଣି | ଗତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ହଜାର ୪୪୧ ଥିଲା | ଖୋର୍ଦ୍ଧା ଜିଲ୍ଲା ରୁ ସର୍ବାଧିକ ୧ହଜାର ୧୫୫ ରୋଗୀ ଚିହ୍ନଟ | ବାଲେଶ୍ୱର ରୁ ୧୭୯ , ପୁରୀ ରୁ ୧୫୦, କଟକ ୧୨୫ , ଜଗତସିଂପୁର ୧୦୧ |