Odia News Portal

ସରକାରୀ ପ୍ରସ୍ତାବରେ ନାହିଁ ନୂଆ ଏନଏସି

ପୂର୍ବ ସରକାରଙ୍କ ୫୭ ଏନ୍‌ଏସି ଘୋଷଣାକୁ ନେଇ ମନ୍ତ୍ରୀଙ୍କ ଉତ୍ତର । ଗୃହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉତ୍ତର । ନିର୍ବାଚନକୁ ଆଖିରେ ରଖି ପୂର୍ବ ସରକାର ଏନ୍‌ଏସି ଘୋଷଣା କରିଥିଲେ । କିନ୍ତୁ ଏନେଇ କୌଣସିି ସରକାରୀ ପ୍ରସ୍ତାବ ନାହିଁ ।ଜିଲ୍ଲାପାଳଙ୍କୁ କେବଳ ଚିଠି ହୋଇଥିଲା, କିନ୍ତୁ ଉତ୍ତର ମିଳିନାହିଁ । ନୂଆ ଏନ୍‌ଏସି ନେଇ ବିଚାର ବିମର୍ଶ କରି ନଷ୍ପତ୍ତି ନେବୁ ।