Odia News Portal

ଲୋୟର ପିଏମଜି ରଣକ୍ଷେତ୍ର : ତିନି ମାମଲା ରୁଜୁ

କଂଗ୍ରେସ ଆନ୍ଦୋଳନ ବେଳେ ହିଂସା ମାମଲା l ପୋଲିସ ଗାଡ଼ିରେ ନିଆଁ ଲଗେଇଦେବା ପୋଲିସ ଉପରକୁ ଟେକl ପଥର ପକେଇବା ନେଇ ଦଫା ଲାଗିଲା l

କ୍ୟାପିଟାଲ ଥାନା ପୋଲିସ ତିନୋଟି ମାମଲା ରୁଜୁ କରିଛି l bns ର 17 ଟି ଦଫା ରେ ମାମଲା ରୁଜୁ କରିଛି l ଅଭିଯୁକ୍ତ କୁ ଚି଼ହ୍ନଟ କରିବା କାର୍ଯ୍ୟକ୍ରମ ସରିଛି l

bns ର 17 ଟି କଡା ଦଫା ରେ ଅଭିଯୁକ୍ତ ବିରୋଧ ରେ ସଂଗୀନ ଦଫା ଲାଗିଛି l