Odia News Portal

ରିଜେକ୍ଟ ହେଲା ୨ ହଜାର ‘ସୁଭଦ୍ରା’

ଥମ୍ବ: ରିଜେକ୍ଟ ହେଲା ୨ ହଜାର ‘ସୁଭଦ୍ରା’
ସୁଭଦ୍ରା ଯୋଜନାରେ ୨ ହଜାର ଆବେଦନ ରିଜେକ୍ଟ ହୋଇଛି
ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା
କାଲି ରାତି ସୁଦ୍ଧା ୯୭ ହଜାର ହିତାଧିକାରୀଙ୍କ ପେଣ୍ଡିଙ୍ଗ ଥିଲା
ଆଜିର ରିପୋର୍ଟ ଅନୁସାରେ ଶତପ୍ରତିଶତ ଆବେଦନ କ୍ଲିୟର ହୋଇଛି
କେବଳ ଆକାଉଣ୍ଟ ଭୁଲଭଟକା ଯୋଗୁଁ ୨ ହଜାର ରିଜେକ୍ଟ ହୋଇଛି
ଯେଉଁ ଯୋଗ୍ୟ ହିତାଧିକାରୀ ଆବେଦନ କରିବେ, ସମସ୍ତେ ଟଙ୍କା ପାଇବେ