Odia News Portal

ରାଜ୍ୟରେ ଡାକ୍ତର ଅଭାବ: ମନ୍ତ୍ରୀ

 ରାଜ୍ୟର ସରକାରୀ ହସ୍ପିଟାଲରେ ନାହାନ୍ତି ଡାକ୍ତର । ୫ ହଜାର ୧୭୫ ଡାକ୍ତର ପଦବୀ ଖାଲି ପଡିଛି । ମେଡିକାଲ କଲେଜରେ ବି ନାହାନ୍ତି ଆବଶ୍ୟକୀୟ ଡାକ୍ତର  । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି ।