Odia News Portal

ରାଜାଧାନୀରୁ ମିଳିଲା ଦୁଇ ମୃତ ଦେହ

ରାଜାଧାନୀରୁ ମିଳିଲା ଦୁଇ ମୃତ ଦେହ । ଗୋଟିଏ ମୃତ ଦେହ ବାଣୀବିହାର ଷ୍ଟେସନ ନିକଟରେ ପଡ଼ିଥିବା ବେଳେ ଆଉ ଏକ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଛି ।

ଉଭୟଙ୍କ ପରିଚୟ ମିଳିନଥିବାବେଳେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣାରେ ଜୀବନ ଯାଇଛି ତା’ର ତଦନ୍ତ କରୁଛି  ପୁଲିସ ।