ଲେଫ୍ରିପଡ଼ା ଥାନା ସରଗିପାଲି ଫାଣ୍ଡି ଅନ୍ତର୍ଗତ ଅଁଳାବାହଲର ଯୁବକ ପ୍ରକାଶ ରାଉତଙ୍କୁ ଆଜି ଅପରାହ୍ଣରେ ଛୁରାମାଡ଼ ହୋଇଛି। କୌଣସି ବେକ୍ତିଗତ କଥାକୁ ନେଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ପ୍ରକାଶ ଉପରକୁ ଛୁରାମଡ଼ ହୋଇଥିଲା। ଏହି ଘଟଣାର ପୁଲିସ ତିନିଜଣକୁ ଗିରଫ କରିଛି। ତିନିଜଣକ ମଧ୍ୟରୁ ଜଣେ ନାବାଳକ।