ପ୍ରତ୍ୟାହାର ହେବ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି । ରାଜ୍ୟ ସରକାର ପ୍ରତ୍ୟାହର କରିବେ ଏହି ବିଜ୍ଞପ୍ତି । ମାର୍ଚ୍ଚ ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । ଏନେଇ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଜଣାଇଛନ୍ତି । ଜାନୁଆରୀ ୩ ତାରିଖ ସୁଦ୍ଧା ସଂରକ୍ଷଣ ତାଲିକା ନେଇ ଆପତ୍ତି ଗ୍ରହଣ ହେବ । ଜାନୁଆରୀ ୫ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗର ସମାଧାନ ହେବ । ଜାନୁଆରୀ ୭ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।