Odia News Portal

ମଦ: ସଂସଦରେ ପ୍ରଦୀପଙ୍କ ଉଦବେଗ

ମଦର ବ୍ୟାପକ ପ୍ରସାର ନେଇ ପ୍ରଦୀପ ପୁରୋହିତଙ୍କ ଉଦବେଗ । ଲୋକସଭାରେ ଉଦବେଗ ପ୍ରକାଶ କଲେ ପ୍ରଦୀପ ପୁରୋହିତ । ଓଡିଶାର ସାମାଜିକ ବ୍ୟବସ୍ଥା ନଷ୍ଟ ହେଉଛି । ଅନ୍ୟ ରାଜ୍ୟରେ ମଧ୍ୟ ସମାନ ସ୍ଥିତି । ଅବକାରୀ ବିଭାଗକୁ କେନ୍ଦ୍ର ଅଧୀନକୁ ନିଅନ୍ତୁ ସରକାର ।