Odia News Portal

ଭରତପୁର ଥାନା ମାମଲା ; କ୍ରାଇମବ୍ରାଞ୍ଚର ତନାଘନା

ଭରତପୁର ଥାନା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ନିଲମ୍ବିତ ପୁଲିସ ୍‌ଧିକାରୀଙ୍କୁ ପଚରାଉଚରା । ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି । ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ କାହାକୁ ବାନ୍ଧିନି । ୭ ଜଣଙ୍କ ବୟାନ ରେକର୍ଡ କରାଯାଇଛି । କାହା ସହ ପକ୍ଷପାତିତା କରାଯାଉନି । କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ସୂଚନା ।