Odia News Portal

ଭରତପୁର ଘଟଣାରେ କାହାକୁ ଛଡାଯିବ ନାହିଁ : ସୁରେଶ ପୂଜାରୀ

 ନବୀନଙ୍କ ଅଭିଯୋଗର ଜବାବ ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନବୀନବୀବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜଧର୍ମ ପାଳନ କଲେନି । ସିଏ ୨୪ଟି ନ୍ୟାୟିକ ତଦନ୍ତ କମିସନ ବସାଇଥିଲେ । ମାତ୍ର ଗୋଟିଏ ବି ରିପୋର୍ଟ ପ୍ରକାଶ କଲେନାହିଁ । ଏବେ ୧୦୦ ଦିନର ସରକାରକୁ ପାଠ ପଢାଉଛନ୍ତି । ଭରତପୁର ଘଟଣାରେ କାହାକୁ ଛଡାଯିବ ନାହିଁ । ବଳଶାଳୀ ଲୋକ ହେଲେବି ଛଡାଯିବ ନାହିଁ ।