Odia News Portal

ପଦ୍ମଶ୍ରୀ ବିବାଦ : ମାର୍ଚ୍ଚ ୧୮ରେ ଶୁଣାଣି

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା । କୋର୍ଟରେ ହାଜର ହେଲେନି ଅନ୍ତରଯ୍ୟାାମୀ ମିଶ୍ର । ୨୦୨୩ରେ ସାହିତ୍ୟ କ୍ଷେତ୍ରରେ ପାଇଥିଲେ ପୁରସ୍କାର । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସମୟ ମାଗିଲେ । ତଥ୍ୟ ରଖିବାକୁ ୪ ସପ୍ତାହର ସମୟ ମାଗିଲେ । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ରେ ହେବ । ସମାନ ନାଁ ଯୋଗୁଁ ଜଣଙ୍କ ବଦଳରେ  ଆଉ ଜଣଙ୍କୁ ପୁରସ୍କାର ମିଳିଥିଲା । ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ନେଇ ହୋଇଥିଲା ବିବାଦ ।