Odia News Portal

ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ ଓ ୫୦ ହଜାର ଜରିମାନା । ୨୦୧୭ରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା ମାମଲାରେ ସଜା । ଦୋଷୀ ସ୍ୱାମୀ ମହମ୍ମଦ ରହତୁଲ୍ଲାଙ୍କୁ ଆଜୀବନ ସଜା ସହ ଜରିମାନା । ଆଜୀବନ ସଜା ସହ ଜରିମାନା କଲେ ଦ୍ୱିତୀୟ ଏଡିଜେ ଭୁବନେଶ୍ୱର ।