Odia News Portal

ନିର୍ମାଣ ହେବ ବ୍ଲକ ସ୍ତରୀୟ ଷ୍ଟାଡିୟମ  

ଓଡିଶାରେ ନିର୍ମାଣ ହେବ ବ୍ଲକ ସ୍ତରୀୟ ଷ୍ଟାଡିୟମ ।  ୩୧୪ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ । ଖର୍ଚ୍ଚ ହେବ ୪ ହଜାର ୧୨୪ କୋଟି ଟଙ୍କା ।  ଏନେଇ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି କହିଲେ କ୍ରୀଡାମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ।  ଓଡିଶାରେ ପ୍ରତିଭା ଓ ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ ହେବ ।  ଆଗାମୀ ଦିବରେ ବ୍ଲକ ସ୍ପୋର୍ଟସ ଅଫିସର ନିଯୁକ୍ତି ହେବେ ।