ଦିଲ୍ଲୀ ରେ ଗତମସ 11 ତାରିଖରେ ଓଡ଼ିଆ ଯୁବତୀ ଙ୍କୁ ଗଣ ଦୁଷ୍କର୍ମ ମାମଲା ରେ ଦିଲ୍ଲୀ ପୋଲିସ 3 ଅଭିଯୁକ୍ତ ଙ୍କୁ ଗିରଫ କରିଛି ବୋଲି ନୂଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି l
ମୁଖ୍ୟମନ୍ତ୍ରୀ ଗାଣମାଧ୍ୟମ କୁ କହିଥିଲେ ଯେ ଏହି ଘଟଣା ର ତୁରନ୍ତ ପଦକ୍ଷପ ପାଇଁ ସେ ଦିଲ୍ଲୀ ପୋଲିସ କୁ ଅନୁରୋଧ କରିଥିଲେ ତା ପରେ ପୋଲିସ ତଦନ୍ତ ଆରମ୍ଭ କରି 3 ଜଣ ଦୁର୍ବୁତ୍ତ ଙ୍କୁ ଗିରଫ କରିବା ସହିତ ଏହି ଘଟଣା ରେ ବ୍ୟବହୃତ ଅଟୋ କୁ ମଧ୍ୟ ଜବତ କରିଛି l