Odia News Portal

ତଳ ଓ ଉପର ପଡିଆରେ  ବାଲିଯାତ୍ରା : ହାଇକୋର୍ଟ

ବାଲିଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ । ଉଭୟ ତଳ ଓ ଉପର ପଡିଆରେ ହେବ ବାଲିଯାତ୍ରା ।  ଆସନ୍ତା ବର୍ଷ କେବଳ ତଳ ପଡିଆରେ ହେବ ବାଲିଯାତ୍ରା । ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପେଦକ୍ଷେପ ନେବେ । ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ପ୍ରଶାସନ ।  ରାସ୍ତାକଡ ଓ ଫୁଟପାଥରେ ବ୍ୟବସାୟ ସମ୍ପୁର୍ଣ ନିଷେଧ ହୋଇଛି । ଅତ୍ୟାବଶ୍ୟକୀୟ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ରହିଛି ।