Odia News Portal

ଜାମ୍ମୁ ବିଧାନସଭା ରେ ଆତଙ୍କୀ ହମଲା କୁ ନିନ୍ଦା ମୃତକ ଙ୍କ ପାଇଁ ଶୋକ ପ୍ରସ୍ତାବ

ପହଲ ଗାମ ଆତଙ୍କୀ ହମଲା ନେଇ ଜାମ୍ମୁ ବିଧାନସଭା ରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି l ଏହି ଆତଙ୍କୀ ହମଲା ପାଇଁ ଜାମ୍ମୁ ବିଧାନସଭା ର ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଆଜି ଡକାଯାଇଥିଲା ଏହି ବୈଠକ ରେ ଆତଙ୍କୀ ମାନଙ୍କର ନାରସଂହାର ରେ ମୃତ୍ୟୁ ବରଣ କରିଥିବା ପ୍ରତେକ ଙ୍କ ଆତ୍ମା ର ସଦଗତି କାମନା କରି ବିଧାନସଭା ର ଏକ ଶୋକ ପ୍ରସ୍ତାବ ଗୃହୀତ ହେବା ସହିତ ଏ ହିଂସା କାଣ୍ଡ କୁ ନିନ୍ଦା କରାଯାଇଥିଲା ଶୋକ ସନ୍ତୁପ ପରିବାର କୁ ସମବେଦନା ଜଣାଇ ଗୃହରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା l