ଭାରତୀୟ ନିର୍ବାଚନ କମିସନଙ୍କ ସାମ୍ବାଦିକ ସମ୍ମିଳନୀ । ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ନେଇ ସୂଚନା । ଜାମ୍ମୁକାଶ୍ମୀରବାସୀଙ୍କ ଭିତରେ ନିର୍ବାଚନ ନେଇ ଉତ୍କଣ୍ଠା ରହିଛି । ୧୧ ହଜାର ୮୩୮ ପୁଲିଂ ବୁଥ୍ ର ବ୍ୟବସ୍ଥା ହେବ । ୩୬୦ ମଡେଲ ପୁଲିଂ ବୁଥର ବ୍ୟବସ୍ଥା ହେବ । ଲୋକସଭା ନିର୍ବାଚନ ପରେ ମାହୋଲ ବଦଳିଛି । ପାଣିପାଗର ଠିକ୍ ହେବାର ଅପେକ୍ଷାରେ ଥିଲୁ । ଅଧିକ ଭୋଟିଂ ହେବାର ଆଶା ଅଛି । ହରିୟାଣା ନିର୍ବାଚନ ନେଇ ସୂଚନା । ହରିୟାଣାରେ ୨.୧ କୋଟି ମତଦାତା ରହିଛନ୍ତି । ହରିୟାଣାରେ ୯୦ ସିଟରେ ନିର୍ବାଚନ ହେବ । ୨୦,୬୨୯ଟି ପୁଲିଂ ବୁଥର ବ୍ୟବସ୍ଥା ହେବ ।
ଜାମ୍ମୁକାଶ୍ମୀର : ୩ଟି ପର୍ଯ୍ୟାୟରେ ହେବ ମତଦାନ
ସେପ୍ଟେମ୍ବର ୧୮-ପ୍ରଥମ ପର୍ଯ୍ୟାୟ ନିର୍ବାଚନ
ସେପ୍ଟେମ୍ବର ୨୫-ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅକ୍ଟୋବର ୧-ତୃତୀୟ ପର୍ଯ୍ୟାୟ ନିର୍ବାଚନ
ଅକ୍ଟୋବର ୪ରେ ହେବ ଭୋଟ ଗଣତି
ହରିୟାଣା : ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ
ଅକ୍ଟୋବର ୧ -ନିର୍ବାଚନ
ଅକ୍ଟୋବର ୪ରେ ହେବ ଭୋଟ ଗଣତି