Odia News Portal

ଗୋପାଳ ଦୋଷୀ ନୁହେଁ : ପଦ୍ମଲୋଚନ

 ନବଦାସ ହତ୍ୟା ମାମଲାରେ ପଦ୍ମଲୋଚନ ପଣ୍ଡା ବୟାନ ରଖି କହିଛନ୍ତି, ଗୋପାଳ ପ୍ରକୃତ ଦୋଷୀ ନୁହେଁ , ମୋହରା କରାଯାଇଛି । ଏହା  ରାଜନୈତିକ ଷଡଯନ୍ତ୍ର , ତଦନ୍ତ ହେଲେ ଜଣାପଡିବ ।