Odia News Portal

ଗୃହରେ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର

ବିଦେଶକୁ ସଫ୍ଟୱେୟାର ବିକୁଛି ଓଡ଼ିଶା। ବିଶ୍ୱ ଦରବାରରେ ବଢୁଛି ଓଡ଼ିଶା ସଫ୍ଟୱେୟାରର ଚାହିଦା। ୧୯୯୩-୯୪ରେ ୨୭ ଲକ୍ଷ ଟଙ୍କାରୁ ସଫ୍ଟୱେୟାର ବିଦେଶକୁ ବିକୁଥିବାବେଳେ ବର୍ତ୍ତମାନ ୭ ହଜାର ୫୦୦ କୋଟି ଟଙ୍କାର ସଫ୍ଟୱେୟାର ବିକୁଛି ଓଡ଼ିଶା। ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଲିଖିତ ପ୍ରଶ୍ନରେ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି।