Odia News Portal

କଙ୍ଗାରୁ କୋର୍ଟ : ଅଙ୍ଗନବାଡି କର୍ମୀଙ୍କୁ ନିସ୍ତୁକମାଡ

 ଅଙ୍ଗନବାଡୀ କର୍ମୀଙ୍କୁ ନିସ୍ତୁକ ମାଡ ଅଭିଯୋଗ । ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଅଙ୍ଗନବାଡି କର୍ମୀ ମାଡରେ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସିଂଲ ଥାନା ମହାପଦା ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ଏହାକୁ ନେଇ ସିଂଲା ଥାନାରେ ମାମଲା ରୁଜୁ ହୋଇଛି, ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।