Odia News Portal

ଆସିବ କାମଧେନୁ ଯୋଜନା

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପଦକ୍ଷେପ । ଲାଗୁହେବ ମୁଖ୍ୟମନ୍ତ୍ରୀ କାମଧେନୁବ ଯୋଜନା । ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪ ଶହ ୨୪ କୋଟି ଟଙ୍କା । ରାଜ୍ୟରେ ପଶୁ ସମ୍ପଦ କ୍ଷେତ୍ରରେ ହେବ ବିକାଶ । ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଓ ଚିକିସôା ଲାଗି ଗୋ ମାତା ଯୋଜନା । ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାମୀ କଲ୍ୟାଣ ଯୋଜନା ।