ନିର୍ବାଚନ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ିଗଲାଣି। ନଜର ପକାନ୍ତୁ କିଏ କାହାକୁ କେଉଁ ଆସନରେ ହରାଇଲେ।
ବାଙ୍କୀ- ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ବିଜୟୀ, ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ହରାଇଲେବରଗଡ଼- ବିଜେପିର ଅଶ୍ବିନୀ ଷଡ଼ଙ୍ଗୀ ଜିତିଲେ, ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଲେ
ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ, ବିଜେଡିର ସତ୍ୟନାରାୟଣ ପ୍ରଧାନଙ୍କୁ ହରାଇଲେ ସୁରମାଖଣ୍ଡପଡ଼ା- ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ, ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ହରାଇଲେଘସିପୁରା- ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟୀ, ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇଲେଫୁଲବାଣୀ- ବିଜେପିର ଉମାଚରଣ ମଲ୍ଲିକ ବିଜୟୀ, ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇଲେ ଉମାଟିଟିଲାଗଡ଼- ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ, ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନକୁଚିଣ୍ଡା- ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ, ବିଜେଡିର ରାଜେନ୍ଦ୍ର ଛତ୍ରିଆଙ୍କୁ ହରାଇଲେଚିଲିକା- ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ, ବିଜେଡିର ରଘୁନାଥ ସାହୁଙ୍କୁ ହରାଇଲେଚିତ୍ରକୋଣ୍ଡା- ଚିତ୍ରକୋଣ୍ଡାରେ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ, ବିଜେପିର ଡମ୍ବରୁ ଶିଶାଙ୍କୁ ହରାଇଲେ
ଆନନ୍ଦପୁର- ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟୀ, କଂଗ୍ରେସର ଜୟଦେବ ଜେନାଙ୍କୁ ହରାଇଲେ ବରୀ- ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କ ବିପୁଳ ବିଜୟ, ବିଜେପିର ଉମେଶ ଜେନାଙ୍କୁ ହରାଇଲେ ବିଂଝାରପୁର- ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ, ବିଜେପିର ବବିତା ମଲ୍ଲିକଙ୍କୁ ହରାଇଲେ ବୌଦ୍ଧ – ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ, ବିଜେଡିର ପ୍ରଦୀପ ଅମାତଙ୍କୁ ହରାଇଲେ ଡାବୁଗାଁ- ବିଜେଡିର ମନୋହର ରନ୍ଧାରୀ ବିଜୟୀ, କଂଗ୍ରେସର ଲିପିକା ମାଝୀଙ୍କୁ ହରାଇଲେ କେନ୍ଦ୍ରାପଡ଼ା- ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ବିଜୟୀ, ବିଜେପିର ଗୀତାଞ୍ଜଳି ସେଠୀଙ୍କୁ ହରାଇଲେ ଖୋର୍ଦ୍ଧା- ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ, ବିଜେଡିର ରାଜେନ୍ଦ୍ର ସାହୁଙ୍କୁ ହରାଇଲେ ରଘୁନାଥପାଲ୍ଲୀ- ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ, ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଇଲେ
ମହାକାଳପଡ଼ା- ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ବିଜୟୀ, ବିଜେଡିର ଅତନୁ ସବ୍ୟସାଚୀ ନାୟକଙ୍କୁ ହରାଇଲେ ରେଢ଼ାଖୋଲ- ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିଜୟୀ, ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ହରାଇଲେ ପଟାଙ୍ଗୀ- କଂଗ୍ରେସର ରାମଚନ୍ଦ୍ର କାଡ଼ାମ ବିଜୟୀ, ବିଜେଡିର ପ୍ରଫୁଲ୍ଲ ପାଙ୍ଗୀଙ୍କୁ ହରାଇଲେ ରାମଚନ୍ଦ୍ର ଭଟଲୀ- ବିଜେପି ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ୟ ବିଜୟୀ, ବିଜେଡିର ସୁଶାନ୍ତ ସିଂହଙ୍କୁ ହରାଇଲେ ଈରାଶିଷଦେବଗଡ଼- ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଂଜନ ବିଶ୍ବାଳ ବିଜୟୀ, ବିଜେପିର ସୁବାସ ପାଣିଗ୍ରାହୀଙ୍କୁ ହରାଇଲେ ରାଜନଗର- ବିଜେଡି ପ୍ରାର୍ଥୀ ଧୃବ ସାହୁ ବିଜୟୀତଳସରା- ବିଜେପି ପ୍ରାର୍ଥୀ ଭବାନୀ ଭୋଇ ବିଜୟୀ, ବିଜେଡିର ବିନୟ ଟପ୍ପୋଙ୍କୁ ହରାଇଲେ ଅନୁଗୁଳ- ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ ବିଜୟୀଆସିକା- ବିଜେପିର ସରୋଜ ପାଢ଼ୀ ବିଜୟୀ, ବିଜେଡିର ମଂଜୁଳା
ସ୍ବାଇଁଙ୍କୁ ହରାଇଲେ ସରୋଜ
ଅତାବିରା- ବିଜେପିର ନିହାର ମହାନନ୍ଦ ବିଜୟୀ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ହରାଇଲେ
ବଡ଼ସାହି- ବିଜେପି ପ୍ରାର୍ଥୀ ସନାତନ ବିଜୁଳି ବିଜୟୀ
ବାଲିଗୁଡ଼ା- ବିଜେଡିର ଚକ୍ରମଣି କହଁର ବିଜୟୀ
ଭଦ୍ରକ- ବିଜେପିର ସୀତାଂଶୁ ମହାପାତ୍ର ବିଜୟୀ, ବିଜେଡିର ପ୍ରଫୁଲ୍ଲ ସାମଲଙ୍କୁ ହରାଇଲେ ସୀତାଂଶୁ
ବାସୁଦେବପୁର- କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ବିଜୟୀ, ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ହରାଇଲେ
ଆଠମଲ୍ଲିକ- ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ବିଜୟୀ
ବାଲିକୁଦା-ଏରସମା ବିଧାନସଭାରେ ବିଜେଡିର ସାରଦା ଜେନା ବିଜୟୀ ହେଲେ
ସତ୍ୟବାଦୀ- ବିଜେପି ପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ର ବିଜୟୀ, ବିଜେଡିର ସଂଜୟ ଦାସବର୍ମାଙ୍କୁ ହରାଇଲେ
ଉମରକୋଟ- ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ବିଜୟୀ, ବିଜେଡିର ନବୀନା ନାୟକଙ୍କୁ ହରାଇଲେ ନିତ୍ୟାନନ୍ଦଆଳି- ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ବିଜୟୀଭଣ୍ଡାରୀପୋଖରୀ- ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ବିଜୟୀ,କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ହରାଇଲେ ସଂଜୀବହିଂଜିଳି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିଲେ, ବିଜେପିର ଶିଶିର ମିଶ୍ରଙ୍କୁ ହରାଇଲେ ନବୀନୟଗୋପାଳପୁର- ବିଜେପି ପ୍ରାର୍ଥୀ ବିଭୂତି ଜେନା ବିଜୟୀବାଙ୍ଗିରିପୋଷି- ବିଜେପି ପ୍ରାର୍ଥୀ ସଂଜଳି ମୁର୍ମୁ ବିଜୟୀ ବଡ଼ଚଣା- ବିଜେପି ପ୍ରାର୍ଥୀ ଅମର ନାୟକ ବିଜୟୀ, ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶୀନି ପରାସ୍ତବାରିପଦା- ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ ବିଜୟୀ ବସ୍ତା- ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ବିଜୟୀ ବେଗୁନିଆ- ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ବିଜୟୀ
ବସ୍ତା- ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ବିଜୟୀ ବେଗୁନିଆ- ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ବିଜୟୀ ଭଂଜନଗର- ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ବିଜୟୀ, ବିଜେଡିର ବିକ୍ରମ ଆରୁଖଙ୍କୁ ହରାଇଲେ ପ୍ରଦ୍ୟୁମ୍ନଭବାନୀପାଟଣା- କଂଗ୍ରେସ ପ୍ରାର୍ଥୀ ସାଗର ଦାସ ବିଜୟୀଭୁବନେଶ୍ବର ଉତ୍ତର- ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀବିଜେପୁର- ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବିଜୟୀ