ଲୋକଙ୍କୁ ମିଳିଥିବା ଆବାସ ଘର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏକାମ୍ର ଭୁବନେଶ୍ୱର ମଇଁଷିଆଖାଲ ଓ ଗଧିଆଖାଲ ଆବାସ ଘର ତଦନ୍ତ ହେବ । ଘର ପାଇବା ପରେ ଅନ୍ୟକୁ ଘର ଦେଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରି କାଯ୍ୟାନୁଷ୍ଠାନ ପାଇଁ ଗୃହରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
Recover your password.
A password will be e-mailed to you.