Odia News Portal

କଦଳୀ ସିଧା ନ ହୋଇ ବଙ୍କା କାହିଁକି ହୋଇଥାଏ?

କଦଳୀ ଏକ ଏପରି ଫଳ ଯାହା ପୂରା ପୃଥିବୀରେ ମିଳିଥାଏ ।  ତେବେ କଦଳୀ ଖାଇବା ବେଳେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ  କଦଳୀ ସିଧା ନ ହୋଇ ତେଢା ଓ ବଙ୍କା କାହିଁକି ହୋଇଥାଏ? ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର ….

ପ୍ରାରମ୍ଭିକ ପର୍ଯ୍ୟାୟରେ, କଦଳୀ କେବଳ ଭୂମି ଆଡକୁ ହିଁ ବଡ ହୋଇଥାଏ। କିନ୍ତୁ ତା’ପରେ negative geotropism (ଗଛର ସୂର୍ଯ୍ୟ ଆଡକୁ ଗତି କରିବାର ପ୍ରବୃତ୍ତି) ହେତୁ ଏହା ଉପର ଆଡକୁ ବଢିବାକୁ ଲାଗେ, ଯେଉଁ କାରଣରୁ ଏହାର ଆକୃତି ବଙ୍କା ହୋଇଯାଏ।