Odia News Portal

ସଲମାନଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ ଜାଣନ୍ତୁ … 

ମୁମ୍ବାଇ () ସଲମାନ ଖାନଙ୍କ ବୟସ ୫୦ ବର୍ଷ ଅତିକ୍ରମ କରି ସାରିଲାଣି ତଥାପି ସଲମାନଙ୍କ ଫିଟ୍ନେସ ଦେଖିଲେ କେହି ତାଙ୍କ ବୟସ ଆକଳନ କରି ପାରିବେ ନାହିଁ। ସଲମାନଙ୍କ ଗୋଟିଏ ଦିନରେ ଖାଇବାରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ଜାଣନ୍ତୁ..

ସଲମାନ ଖାନ ମସଲାଯୁକ୍ତ ଖାଦ୍ୟ ବିଲକୁଲ ଖାଆନ୍ତି ନାହିଁ। ସଲମାନ ପ୍ରତ୍ୟେକ ଦିନ ସକାଳୁ ଲେମ୍ବୁ, ମହୁ ଓ ଘିଅଲ ଏବଂ ହଲୁକା ଭାବେ ସ୍ନାକ୍ସ ବ୍ରେକଫାଷ୍ଟରେ ଖାଆନ୍ତି। ଏହାସହ ପ୍ରତ୍ୟେକ ଦିନ ସକାଳୁ ୪ଟି ଅଣ୍ଡାର ଆମଲେଟ୍ ସଲମାନ ଖାଆନ୍ତି। ଆମିଷ ମଧ୍ୟରେ ସଲମାନ ଚିକେନ ଖାଇବା ଲାଗି ଅଧିକ ପସନ୍ଦ କରନ୍ତି। ଏପରିକି ଡିନର ଓ ଲଞ୍ଚରେ ସେ ପ୍ରତ୍ୟେକ ଦିନ ସାଲାଡ୍ ଖାଆନ୍ତି। ତେବେ ସଲମାନ ୮ ହଜାର ଟଙ୍କା ପ୍ରତ୍ୟେକ ଦିନ ଖାଦ୍ୟପେୟରେ ଖର୍ଚ୍ଚ କରିଥାନ୍ତି।