ଘୋଷଣା ହେଲା ୬୮ ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ । ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ ଅନ ସିନେମା ସମ୍ମାନ । ସୂର୍ଯ୍ୟ ଦେଓଙ୍କ ଲିଖିତ ବହି କାଲି ପାଇଁ କାଲିର ସିନେମା । ସୂର୍ଯ୍ୟ ଦେଓ ଙ୍କୁ ଜାତୀୟ ଫିଲ୍ମ ପୁରସ୍କାର । ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କାର । ‘ତାନାଜ’ି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର । ଅଜୟ ଦେବଗନଙ୍କ ସହ ସୁରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର । ‘ସୁରାଇ ପଟାର’ୁ ଫିଲ୍ମ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ଭାବରେ ବିବଚେିତ । ତାମିଲ ଫିଲ୍ମ ‘ସୁରାଇ ପଟାର’ୁ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି । ଶ୍ରେଷ୍ଠ ଅଭିନେତ୍ରୀ ହେଲେ ଅପର୍ଣ୍ଣା ବାଲାମୁରଲୀ । ବିଶାଲ ଭରଦ୍ୱାଜ -ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ , ବିଜୁ ମେନନ- ଶ୍ରେଷ୍ଠ ସହ ଅଭିନେତା, ଲକ୍ଷ୍ମୀ ପ୍ରିୟା ଚନ୍ଦ୍ରମୈାଳି- ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବରେ ବିବେଚିତ ହୋଇଛନ୍ତି ।ସେହିପରି ହିନ୍ଦୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ତୁଳସୀଦାସ ଜୁନିୟର’ ଚୟନିତ ହୋଇଛି। ଶ୍ରେଷ୍ଠ ସଙ୍ଗୀତକାର ଭାବେ ଫିଲ୍ମ ସାନିଆର ସଙ୍ଗୀତକାର ମନୋଜ ମୁନ୍ତାସିରଙ୍କୁ ଚୟନ କରାଯାଇଛି।