ଏସଡିଜେଏମଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଏବେ ଜେଲରେ କଟିବ ଅର୍ଚ୍ଚନାଙ୍କ ଦିନ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଦଫା ଏବେ ତାଙ୍କ ଅଡୁଆ ବଢାଇଦେଇଛି ।
ଯୁବତୀଙ୍କ ଏତଲା ଅନୁଯାୟୀ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା
-ଦଫା ୩୭୦ ଅର୍ଥାତ ମାନବଚାଲାଣ କରିବା
-ଦଫା ୩୨୮ ଅର୍ଥାତ ନିଶା ଓ ବିଷଦେଇ ଫସାଇବା
-୧୨୦/ ‘ବି’ ଅପରାଧିକ ଷଡଯନ୍ତ୍ର କରିବା
-୬୬, ୬୭/”ଇ” ଆଟି ଆକ୍ଟ ଭଳି ସଙ୍ଗୀନ ଦଫା ଯୋଗୁଁ ଏଡିଜେଏମ କୋର୍ଟ ଅର୍ଚ୍ଚନାଙ୍କ ଜାମିନକୁ ଆବେଦନକୁ ଖାରଜ କରିଛନ୍ତି ।