ଭାରତୀୟ ରେଳପଥ ସବୁ ଆଞ୍ଚଳିକ ଭାଷାକୁ ସମ୍ମାନ ଜଣାଉଛି । ଏହାର ପ୍ରସାର ପାଇଁ ଉଦ୍ୟମ କରୁଛି । ତେବେ ଆନ୍ଧ୍ର ଓ ଛତିଶଗଡ଼ ଓ ଏହାର ପାଖାପାଖି ଷ୍ଟେସନ୍ରେ ଓଡ଼ିଆ ଭାଷାରେ ଷ୍ଟେସନ୍ ନାମ ଲେଖା ଯାଉଛି । ରାୟଗଡ଼ା, ଚାକୁଳିଆ, କୁନେରୁ, ଜେମାଦେଇପେଣ୍ଠ ଭଳି ଓଡ଼ିଶା ବାହାରେ ଥିବା ବହୁ ଷ୍ଟେସନ୍ରେ ନାମଗୁଡିକ ହିନ୍ଦୀ ସହ ସବୁ ଆଞ୍ଚଳିକ ଭାଷାରେ ଲେଖାଯାଉଛି । ଭାରତୀୟ ରେଳପଥର ଏହି ଉଦ୍ୟମକୁ ସବୁ ବର୍ଗରୁ ପ୍ରଶଂସା କରାଯାଇଛି ।