Odia News Portal

୫ ଦିନ ହେବ ମାଆ ପୁଅଙ୍କୁ ଗୃହ ବନ୍ଦୀ

ଭୁବନେଶ୍ୱର: ଦୁଇ ମହଲା ଘରେ ମାଆ ପୁଅ ଅଛନ୍ତି ବନ୍ଦି ଅବସ୍ଥାରେ ।ସି ଆର ପି ଛକ ସ୍ଥିତ ପ୍ରିୟଦର୍ଶନୀ ମାର୍କେଟ ପଚ ପଟେ ଏକ ଘରେ ବନ୍ଦୀ । ମାଆ ପୁଅଙ୍କୁ ୫ ଦିନ ହେବ ବାହାରୁ କେହି ତାଲା ପକେଇ ଦେଇଛି । ନିଜ ଘରେ ସେମାନଙ୍କୁ ବନ୍ଦୀ କରାଯାଇଛି । ଜାଗା ବାଡିକୁ ନେଇ ଏଭଳି ପରିସ୍ଥିତି ହୋଇଛି ବୋଲି ଅନୁମାନ କରାଯାଉଛି । ତାଲା ଭାଙ୍ଗି ଘରୁ ଉଦ୍ୟମ ହେଉନଥିବାରୁ ସାଧାରଣ ରେ ଆଲୋଡନ ।