ତୁମ ପୁଅ ମରିଯିବ…! ରିଷ୍ଟ ଦୋଷ ରହିଛି! ଭଣ୍ଡ ଜ୍ୟୋତିଷଙ୍କଠାରୁ ଏପରି କଥା ଶୁଣି ଭାବପ୍ରବଣ ହୋଇ ପଡ଼ିଥିଲେ ଜୟା ଦେ’। ଜନ୍ମକଲା ପୁଅର ମୃତ୍ୟୁ ହେବ କଥା ଶୁଣି କାନ୍ଦି ପକାଇଥିଲେ। ଛଳଛଳ ଆଖିରେ ଜ୍ୟୋତିଷଙ୍କୁ ପଚାରିଥିଲେ, ଏହାର ପ୍ରତିକାର କଣ? ଆଉ ପ୍ରତିକାର ବତାଇବାକୁ ଯାଇ ଦୁଇ ଭଣ୍ଡ ଜ୍ୟୋତିଷ ଜୟା ଦେ’ ପିନ୍ଧିଥିବା ପ୍ରାୟ ୩ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ। ପୂରା ଘଟଣା ଜାଣିବା ପାଇଁ ପଢ଼ନ୍ତୁ ପୂରା ଷ୍ଟୋରୀ।