ଭୁବନେଶ୍ୱର : କିଛି ଦିନ ତଳେ ନନ୍ଦନକାନନରେ ଟୟ ଟ୍ରେନ୍ ଗଡ଼ିଥିଲା ମାତ୍ର ଏହି ଟ୍ରେନ୍ ଗଡ଼ୁଥିବା ବେଳେ ଘଟିଥିଲା ଅଘଟଣ । ସର୍ଟସର୍କିଟ ଇଞ୍ଜିନରେ ଯୋଗୁଁ ନିଆଁ ଲାଗି ଅଚଳ ହୋଇଯାଇଥିଲା ଏହି ଟୟ ଟ୍ରେନ୍ । ତେବେ ଏହି ଟ୍ରେନ୍ରେ ଅଘଟଣ ଘଟିବା ଯୋଗୁଁ ୬୦ ରୁ ଅଧିକ ଯାତ୍ରୀ କ୍ଷତିଗ୍ରସ୍ତ ହୋଇଥିଲେ । ପ୍ରତି ଟ୍ରିପରେ ୭୨ଜଣ ପର୍ଯ୍ୟଟକ ବସି ନନ୍ଦନକାନନ ବୁଲିବାର ମଜା ନେଇପାରିବେ। ଯଦି କୌଣସି ସମସ୍ୟା ନଉପୁଜେ ତାହାଲେ ଶୁକ୍ରବାର ଠାରୁ ଯାତ୍ରୀଙ୍କ ସଂଖ୍ୟା ବଢାଯିବ। କିଛି ଦିନ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟୟ ଟ୍ରେନକୁ ବନ୍ଦ କରିଦିଆଯାଇଥିଲା। ୩କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଟୟ ଟ୍ରେନ ।