ଭୁବନେଶ୍ୱର: ମମିତା ହତ୍ୟା ମାମଲା ଓ ମନ୍ତ୍ରୀଙ୍କ ବିବୃତି ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିରୋଧୀ ଘଟଣାର ରାଜନୀତିକରଣ କରୁଛନ୍ତି ବୋଲି କହିଛନ୍ତି ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି ଯଦି କିଛି ତଥ୍ୟ ଅଛି କୋର୍ଟ, ପୋଲିସରେ ଦିଅନ୍ତୁ । ସେମାନେ ସେଥିରେ ସନ୍ତୁଷ୍ଟ ନୁହଁନ୍ତି । ରାଜନୀତିକରଣ କରୁଛନ୍ତି । ବିରୋଧୀ ଆମକୁ ନୈତିକତା ପଢାନ୍ତୁନି, ସିବିଆଇ କଥା ନକହିଲେ ଭଲ । ନବୀନ ପଟ୍ଟନାୟକ କାହାର ନୁହଁନ୍ତି ବୋଲି ହଜାର ଥର ପ୍ରମାଣ ଦେଇଛନ୍ତି । କାହା ଉପରେ ଆରୋପ ଆସେ, ସେ କନଭିନ୍ସ ହୁଅନ୍ତି, ତୁରନ୍ତ ତାଙ୍କୁ ଡ୍ରପ କରନ୍ତି । ଓଡିଶାରେ ସମସ୍ତେ ଜାଣନ୍ତି ନବୀନ ପଟ୍ଟନାୟକ କଣ । ମୁଖ୍ୟମନ୍ତ୍ରୀ ଏହି ଘଟଣା ବିଷୟରେ କ୍ୟାଟାଗୋରିକାଲି ଭେରି କ୍ଲିଅର । ୨୦ ବର୍ଷରେ ନବୀନଙ୍କୁ କେତେ ପରୀକ୍ଷା କରିଛନ୍ତି, ଆଉଥରେ ପରୀକ୍ଷା ହେବ । ଆଉଥରେ ପରୀକ୍ଷା ହେବ । ବ୍ୟସ୍ତ ହୁଅନ୍ତୁନି ବୋଲି ପ୍ରତାପ ଦେବ କହିଛନ୍ତି । ଅତୀତରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁ